🙏ନମସ୍କାର ମୋର ନାମ ଗୁରା ସିଂ ଆପଣମାନଙ୍କୁ ଆମ channel ରେ ସ୍ୱାଗତ କରୁଚି :ମୁଁ ଆପଣମାନଙ୍କୁ ଆଦିବାସୀ ଖାଦ୍ୟ,ପେୟ, ନାଚ, ଗୀତ ଏବଂ ଆମମାନଙ୍କ ସାମାଜିକ ପର୍ବ ପର୍ବାଣି କେମିତି ପାଳନ୍ତି ଆପଣମାନଙ୍କୁ ଦେଖେଇବାକୁ ଚାହୁଁଚି ଆପଣମାନେ ମୋତେ ସାହାଯ୍ୟ କରନ୍ତୁ....
ଆପଣମାନଙ୍କୁ ଅନୁରଧ କରୁଚି. 🙏🙏🙏🙏ଦୟାକରି ସାହାଯ୍ୟ କରନ୍ତୁ...