Channel Avatar

ms muduli @UCehLKbmmbIRq4yRp56mxBWQ@youtube.com

4.5K subscribers - no pronouns :c

like&subscribers my channel...all youtube views friend my ch


Welcoem to posts!!

in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c

ms muduli
Posted 6 days ago

Happy birthday my sweet daughter
ଜଗନ୍ନାଥ ତୁମକୁ ଖୁସିରେ ରଖନ୍ତୁ

6 - 1

ms muduli
Posted 3 months ago

ବାବା ଗୋଡ଼ା ଲୋକନାଥ ଙ୍କ କୃପାରୁ ପୁତ୍ର ସନ୍ତାନ ଟି ଏ ହେଲା

12 - 2

ms muduli
Posted 10 months ago

ଓଡ଼ିଶା ପ୍ରସିଦ୍ଧ ମା କାଳୀକା ଙ୍କ ଝାମୁ ଯାତ୍ରା ଖୋର୍ଦ୍ଧା କଳାପଥର 🙏🙏🌹🌹

7 - 0

ms muduli
Posted 1 year ago

ଆଜି ଭୁବନେଶ୍ଵର ରେ ମହତ୍ବପୂର୍ଣ୍ଣ କାମ ହେଲା ସୋଈଛା ରେ ରକ୍ତଦାନ କରି

12 - 2

ms muduli
Posted 1 year ago

Bahuta badhia jaga bulibaku asichi gale video upload karibi dekhie be bahuta Dina hela video asi parunathila sethipa mu bahuta dukhita 🙏

15 - 0

ms muduli
Posted 1 year ago

ଖରାଦିନ ଛୋଟ ପିଲାମାନେ ଦହିପାଣି ବାଣ୍ଟୁ ଥିଲେ ଖରାକୁ ଖାତିର ନକରି ସେମାନଙ୍କ ପାଇଁ ଗୋଟିଏ ଲାଇକ କରାନ୍ତୁ

29 - 0

ms muduli
Posted 1 year ago

ମାତୄ ଦିବସ ରେ ମୋର ସବୁ ମା ମାନଙ୍କୁ କୋଟିଏ ପ୍ରଣାମ 🙏🙏🙏

28 - 1

ms muduli
Posted 1 year ago

ବେସ୍ତ୍ର ବହୁଳ ଦୁନିଆର କିଛି ସମୟ ଫ୍ଯାମିଲି ସାଥିରେ କଟିଛି 👨‍👩‍👦‍👦👨‍👩‍👦‍👦

43 - 0

ms muduli
Posted 1 year ago

ଝାମୁ ଯାତ୍ରା

14 - 0

ms muduli
Posted 1 year ago

Barakanya waterfall dekhiba Pai
👉👉👉 click karantuhttps://youtu.be/DxLUdTzjtLI

6 - 0