ଜୟ ଜଗନ୍ନାଥ
ମୁଁ Abhi । ଆପଣ ମାନଙ୍କୁ ସ୍ଵାଗତ କରୁଛି TECH ABHI YOUTUBE CHANNEL କୁ। ଆପଣ ମାନେ ଏଠାରେ SCHOLARSHIP UPDATE, EDUCATIONAL UPDATE ଏବଂ ଅନେକ ପ୍ରକାର UPDATE ପାଇ ପାରିବେ ଏବଂ ଓଡ଼ିଶା ସରକାର ଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ପ୍ରକାର ସୁବିଧା ସମ୍ପର୍କ ରେ ଜାଣି ବାକୁ ପାଇପାରିବେ ତେଣୁ ଆପଣ ମାନଙ୍କୁ ମୋର ଅନୁରୋଧ ଆପଣ ମାନେ ଆମ ଚାନେଲ୍ ଟିକୁ SUBSCRIBE କରି ରଖନ୍ତୁ ଯାହା ଦ୍ଵାରା ଆପଣ ମାନେ ସମସ୍ତ ତଥ୍ୟ ର NOTIFICATION ପାଇପାରିବେ।