in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c
ସୁସ୍ଥ ରୁହନ୍ତୁ ସୁସ୍ଥ ଖାଆନ୍ତୁ 🙇♀️🙏 ସବୁଜ ପନିପରିବା, ଭଗବାନ ଆମ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ରଖିଛନ୍ତି, କଣ ପାଇଁ ଜୀବ ହତ୍ୟା 👏🤦♀️???? #vegeteble #greenvegetable @Radharanidasirinu
146 - 17
ଆପଣ ମାନଙ୍କ ଭଲ ପାଇବା ପାଇଁ ନ ଚାହିଁ ବି 40k ପରିବାର ଆମର 🙇♀️🙏 ଧନ୍ୟବାଦ, ଏତେ ସମୟ ନ ଦେଇ ବି ଆପଣ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି 🙏🙇♀️ ଆସନ୍ତୁ ସେହି ଖୁସିରେ scooty ନେଇ ବୃନ୍ଦାବନ ଯିବା ବୁଲିବାକୁ 🤩🥰 🖤, କିଏ କିଏ ଯିବେ ଜଣେଇବେ comment ରେ???? @MEROVRINDAVAN @JayJagannathTVofficial @HaladharaSwami
193 - 30
ଜନ୍ମାଷ୍ଟମୀ କେମିତି କଟିଥିଲା?? କେତେମାଳା ହୋଇଥିଲା ---??? #krishnaconsciousness #janmastami #radhe #odiavlogger #odimotivator #youtubechannel #spirituallife @beingkrishnaconscious @Krishnapriyaji @PranesvarKrsnaDas @HaladharaSwami @JayJagannathTVofficialpp @MEROVRINDAVAN @MayapurTVOfficial 16
215 - 21
ଭାବ ନେହିଁ ଦିଲ ମେ ମେରି, କରି ନେହିଁ ସାଧନା 😔
ମେ ଁହୁ ମଳିନ ମତି, ଜାଣେନା ଆରାଧନା 🙇♀️😔🙏
#krishnaconsciousness @Radharanidasirinu @PranesvarKrsnaDas @HaladharaSwami @JayJagannathTVofficial @ISKCONBhubaneswarOfficial @MEROVRINDAVAN @MayapurTVOfficial @HareKrishnaSanga
198 - 21
ବେଳେବେଳେ କିଛି ନ ଚାହିଁ ବହୁତ କିଛି ମିଳିଯାଏ 🙏ଆଉ ଯେତେବେଳେ କିଛି ଦରକାର ପଡେ ସେତେବେଳେ ମିଳି ନଥାଏ😔 #krishnaconsciousness #puri #swetaganga #bakulmath @JayJagannathTVofficial @ISKCONBhubaneswarOfficial @HaladharaSwami @MEROVRINDAVAN @MayapurTVOfficial
125 - 16
ତୋଟା ଗୋପୀନାଥ ରେ ଓଡ଼ିଶାରେ ବୃନ୍ଦାବନ 2nd part ଦେଖିବେ ଆପଣ ମାନେ ----???? #krishnaconsciousness #totagopinath, #vlog #vrindavan #vrindavandham ,#odishavrindavan #odiavlogger @Radharanidasirinu @HaladharaSwami @JayJagannathTVofficial
213 - 19
Place name ___??? Hare Krishna 🙏
#krishnadasirinu @Radharanidasirinu @MEROVRINDAVAN @JayJagannathTVofficial #krishnaconscioussness #spirituality
345 - 32
https://youtu.be/_jAON8oAi0k?si=qbSdP... ଆପଣ ମାନେ ଥରୁ ଟିଏ ଯାଇ ଦେଖନ୍ତୁ ଏ link ରେ click କରି , ମୋ ହାତରେ କଣ ଲାଗିଛି କିଏ କହି ପାରିବେ??? #gobar #gobardhan #villagelife #villagegirl #villagelifestyle #krishnaconsciousness
137 - 13
https://youtu.be/GK4-QTmKDgA?si=HYGeO...
ଶ୍ରୀକୃଷ୍ଣ ଙ୍କ କ୍ରୀଡା ପାଙ୍ଗନ 🙏 ରମଣ ରେଡି 🙏 ଶ୍ରୀ ଗୋକୁଳ ଧାମ ବୃନ୍ଦାବନ ❤️ ଯେଉଁମାନେ ଦେଖିବାକୁ ଚାଁହୁଛନ୍ତି ଦେଖିପାରନ୍ତି ଉପରେ ଥିବା link ରେ 👆 ଏଇଟା ମୋର 1st meet 🙏❤️
ଯେତେବେଳେ ଭଗବାନ ଙ୍କ ବିଷୟରେ କିଛି ବି ଜାଣି ନଥିଲି ମୁଁ 🙏 but, କୃପା ରୁ ବୁଲିକି ଆସିଲି, ପରେ ମୋ ଭିତରେ ପରିବର୍ତ୍ତନ ଆସିଥିଲା 🙏
But
ମୋ ଜୀବନ ରେ ପ୍ରଥମ ଥର ପାଇଁ ଭଗବାନ ଙ୍କ ଦର୍ଶନ ଥିଲା ଶ୍ରୀଧାମ ବୃନ୍ଦାବନ ରେ ❤️ ଆଉ ପ୍ରଥମ ଥରରେ ପ୍ରେମ ହୋଇଗଲା ❤️
କଣ କହିବି ମୁଁ 🙏 ସବୁ କିଛି ଭଗବାନ ଙ୍କ କୃପା 🙏ରାଧା ରାଣୀ ଙ୍କ ଦୟା ❤️
All credit goes to srila Prabhupada ji 🙏
#vrindavandham ,#gokuldham ,#ramanretimiti ,#vlog ,#vrindavandhamvlog ,#travelvlog #krishnadasirinu @sangramjitdas @HaladharaSwami @ISKCONBhubaneswarOfficial @ISKCONVrndavan @SmartCityBhubaneswar @SidharthBhakti @Bhakti @JayJagannathTVofficial
159 - 18
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ 🙏🤍
ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🤍
ଜୟ ଶ୍ରୀ ରାଧେ 🙌 Pure Vegetarian 🌿 Connecting to spirituality 🌀 ଚେଷ୍ଟା କରୁଛି ସମସ୍ତେ ମିଶିକି ନିଜକୁ ବଦଲେଇବା ହରି ଙ୍କୁ ସ୍ମରଣ କରିବା 🙏
Target - no nonveg
Karm - chanting ହରେକୃଷ୍ଣ ମହାମନ୍ତ୍ର ପ୍ରତିଦିନ
Aim - ବୈକୁଣ୍ଠ ଧାମ
Dream - ବୃନ୍ଦାବନ
ରାଧେ ରାଧେ ❤️