ଜୟ ଜଗନ୍ନାଥ🙏🏻 ଏହି ଚାନେଲ ଟି ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ଉଦିଷ୍ଟ ବିଶେଷ କରି ଯେଉଁ ମାନେ ରୋଷଇ ରେ ନୂଆ ଏବଂ ରୁଚି ରଖନ୍ତି | ଏଠି ଆପଣମାନେ ସବୁ ପ୍ରକାର ର ନିରାମିଷ, ଆମିଷ ଓଡ଼ିଆ, ଇଣ୍ଡିଆନ, ଚଇନିଜ recipes ପାଇପାରିବେ |ଆମ ଓଡ଼ିଆ ଭାଷା କୁ ଆଗକୁ ନେବା ପାଇଁ ଏଥିରେ ଓଡ଼ିଆ ହିଁ କୁହା ଯାଇଛି | ଯେଉଁ ମାନେ ଓଡ଼ିଆ ବୁଝନ୍ତିନାହିଁ ସେମାନଙ୍କ ପାଇଁ ଭିଡ଼ିଓ ରେ ଇଂରାଜୀ ରେ ମଧ୍ୟ ଲେଖା ହେଇଛି | ତେଣୁ ଆଜି ହିଁ subscribe କରନ୍ତୁ |
This channel is for all my odia mother & sister who wants to learn & make new new recipe at home. Here you can learn perfect odia, indian, Chinese, veg&nonveg recipes. So please subscribe the channel & press the bell icon to get notification of our latest updates. Thank you😍