in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c
ଜୟ ଜଗନ୍ନାଥ।⭕❗⭕🙏।ହୃଦୟରୁ ନମସ୍କାର 🙏। ଆଜି ହେଉଛି ମୋର ଜନ୍ମଦିନ। ଆଶା କରୁଛି ଆପଣ ମାନେ ମତେ ଆଶିର୍ବାଦ କରିବେ 🙏।
7 - 1
Namaskar 🙏 ଜୟ ଜଗନ୍ନାଥ। ଆପଣ ମାନଙ୍କ ଭଲ ପାଇବା ଆଉ suppert ମୋର ନିହାତି ଆବଶ୍ୟକ। ମୋର ଏଇ ଛୋଟ ଆଶା ଟିକୁ ପୁରଣ କରିବେ ମୋର ଅନୁରୋଧ। ନୂଆ କରି ପାଦ ଦଉଚି ମୋର ଏଇ ଛୋଟିଆ ଦୁନିଆ ରେ। ଆଶା କରୁଛି ଆପଣ ମାନଙ୍କ ଭଲ ପାଇବା କୁ ସାଉଁଟି ପାରିବି । 🙏🙏
Jay Jagannath 🙏⭕❗⭕
Video ଟି ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଭାଷାରେ। ଭିଡ଼ିଓ ମାଧ୍ୟମରେ ଅଗଣିତ ଦର୍ଶକ ଓ ଓଡ଼ିଶା ରେ ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କ ପାଖରେ ଯୋଡ଼ି ହୋଇ ରହିବା ପାଇଁ ମୋର ଛୋଟିଆ ପ୍ରୟାସ।
ମୁଁ ଜଣେ ଓଡ଼ିଆ ଆମ ସଂସ୍କାର, ସଂସ୍କୃତି, ପର୍ବ ପର୍ବାଣୀ ଓ ଖାଦ୍ୟ ର କିଛି ଭିଡ଼ିଓ ସବୁକୁ ଆପଣ ମାନଙ୍କ ପାଖରେ ଭିଡ଼ିଓ ମାଧ୍ୟମ ରେ ପହଞ୍ଚାଇବା ପାଇଁ ମୋର ଏହି ପ୍ରାୟାସ।🙏
Please like share and subscribe to my youtube channel & comments also.