Channel Avatar

AMA GOSALA @UCAkgqD_iWHXt2IYwN99e3hw@youtube.com

305 subscribers - no pronouns :c

🚩मेरा उद्देश्य 👉🏻#हिन्दू राष्ट्र🚩 #RSS ║▌█║▌║║█ ©V.I.P🙏


Welcoem to posts!!

in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c

AMA GOSALA
Posted 9 months ago

ଆଜି ଖୋର୍ଦ୍ଧା ରେଳ ଷ୍ଟେସନ୍ ରେ କିଛି ବ୍ୟକ୍ତି ice box ମଧ୍ୟରେ ଗୋ ମାଂସ ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ ତଥା ଗୋ ରକ୍ଷା ଦଳ ର ସଦର୍ଶ୍ୟ ମାନଙ୍କ ଦ୍ଵାରା ଧରା ପଡ଼ିଛନ୍ତି।

ଏସବୁ ବିଷୟ ରେ ଜଣା ପଡ଼ିବା ପରେ ବାଜରଙ୍ଗ ଦଳ ର ସଦସ୍ୟ ମାନେ ସେଠାରେ ପହଞ୍ଚି ମାମଲା ଟିକୁ ପୋଲିସ ଙ୍କ ହାତରେ ହସ୍ତାନ୍ତର କରିଛନ୍ତି।

ବ୍ୟକ୍ତି ଜଣକଙ୍କ କହିବା ଅନୁସାରେ ଖୋର୍ଦ୍ଧା ର ଅଲ୍ଲୀମ ନାମକ ଏକ ମୁସଲମାନ ଏହି ଚାଲାଣ ର ମୁଖ୍ୟା ଅଭିଯୁକ୍ତ ଅବଂ ସେ ଆଗରୁ ମଧ୍ୟ ଏହି ଭଳି ଗୋ ମାଂସ ଚାଲାଣ ରେ ସମ୍ପୃକ୍ତ ରହିଛନ୍ତି।

ଆମ ଧର୍ମ କୁ ଗୋଇଠା ମାରି ଗୋମାତା ଏବଂ ଗୋମାଂସ ଚାଲାଣ ହେଉଥିବା ର ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ।
ଆଉ ସମୟ ନାହିଁ ଆମ ହିନ୍ଦୁ ମାନଙ୍କୁ ଜାଗ୍ରତ ହେବାକୁ ପଡିବ । ଜୟ ଗୌମାତା 🙏🏻 ଜୟ ଶ୍ରୀ ରାମ 🚩

3 - 0

AMA GOSALA
Posted 9 months ago

TREATED AT RAGHUNATH NAGAR GOSALA..🚩jay shree ram 🙏🏻

6 - 0