ନମସ୍କାର, 🙏
ମୋ ନାଁ ଜୟଶ୍ରୀ ଜେନା ।
ମୁଁ ଏହି Channel ଛୋଟ ଏବଂ ବଡ଼ 👨👦👦👩👩👧👧 ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ତିଆରି କରିଛି । ଏହି channel ରେ ପିଲାମାନେ ବିଭିନ୍ନ ପ୍ରକାର ଶିକ୍ଷ୍ୟା ଲାଭ କରି ପାରିବେ, ଯଥା,
👉Mathematics
👉English
👉Spoken English
👉General Knowledge
👉Word Meaning (Vocabulary)
👉English and Hindi speaking
👉Drawing
👉Translation
ଏହା ବ୍ୟତୀତ ପିଲାମାନଙ୍କୁ କିପରି ଉତ୍ତମ ସଂସ୍କାର ଦେବେ ଜଣେଇବି (Good Parenting) 👨👩👧
ଭିଡିଓ ଭଲ ଲାଗିଲେ ଆପଣ ମାନଙ୍କ ପ୍ରିୟଜନ ଙ୍କ ସହିତ share କରିବେ ଏବଂ ଏହି ପରି important video ଦେଖବା ପାଇଁ ଏହି channel ଟିକୁ subscribe କରି ପାଖରେ ଥିବା 🔔 Icon କୁ
press କରିଦେବେ ଯାହା ଫଳରେ ଏହି Channel ରେ Upload ହେଉଥିବା ସମସ୍ତ ଭିଡିଓ ର Notification ଆପଣଙ୍କ ପାଖକୁ ପ୍ରଥମେ ଯିବ।
ସବୁ ପିଲା ମାନଙ୍କୁ ଉତ୍ତମ ଶିକ୍ଷା ଏବଂ ସଂସ୍କାର ଦିଅନ୍ତୁ।
ଏହି ଓଡ଼ିଆ ଝିଅ ଉପରେ ଆପଣ ମାନଙ୍କର ଭଲ ପାଇବା ଏବଂ ଆଶିର୍ବାଦ ଏହି ଭଳି ଭାବେ ରହି ଥାଉ।।
Please keep support & ❤️❤️
II ଜୟ ଜଗନ୍ନାଥ ll
Thank you so much....❤️